Jump to content

ଲଙ୍କାଦାହୀ

ଉଇକିଅଭିଧାନ‌ରୁ

ଲଙ୍କାଦାହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଲଙ୍କା+ଦହ୍ ଧାତୁ+କର୍ତ୍ତୃ ଇନ୍, ୧ମା ୧ବ)

[ସମ୍ପାଦନା]

ହନୁମାନ —The monkey hero Hanumān.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଲଙ୍କାଦହନକାରୀ — Who set fire to Laṅkā