Jump to content

ଲଙ୍କାପାଳ

ଉଇକିଅଭିଧାନ‌ରୁ

ଲଙ୍କାପାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଙ୍କାପାଳ)

[ସମ୍ପାଦନା]

ଲଙ୍କାର ରାଜା; ରାବଣ — Rābaṇa, the king of Laṅkā.

[ଉ—ବାର୍ତ୍ତା ପାଇ ଲଙ୍କପାଳ କାଳନେମିକି ତତ୍କାଳ ମଣାଇଣ ସକଳ ପ୍ରେଷଣ ଭଞ୍ଜ. ବୈଦେହୀଶବିଳାସ]