Jump to content

ଲଙ୍କାପୋଡ଼ା ବାନର

ଉଇକିଅଭିଧାନ‌ରୁ

ଲଙ୍କାପୋଡ଼ା ବାନର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ଲଙ୍କାପୋଡ଼ୀ ବାନ(ନ୍ଦ, ନ୍ଦେ)ରୀ—ସ୍ତ୍ରୀ] 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ହନୁ ମାକଡ଼ — ୧. The black faced monkey, Entellus, Hongoor.
୨. ଯେଉଁ ବ୍ୟକ୍ତିର ମୁଁହ ହନୁମାଙ୍କଡ଼ର ମୁଁହପରି ଅସୁନ୍ଦର ବା କଦାକାର —୨. An ugly-faced man (like the black-faced monkey).
୩: (ଲକ୍ଷଣାର୍ଥ) ଯେଉଁ ଲୋକ ହନୁମାନ୍ ଲଙ୍କାପୁରୀକୁ ଛାରଖାର କଲା ପରି) କୌଣସିଠାରେ ବିବାଦ ଆଦିର ସୁତ୍ରପାତ କରି ସେ ସ୍ଥାନକୁ ବା ବଂଶକୁ ଛାରଖାର ବା ଶ୍ରୀଭ୍ରଷ୍ଟ କରେ —୩. A person who causes ruin of a place or family.