ଲଙ୍କା କାଣ୍ଡ
ଦେଖଣା
ଲଙ୍କା କାଣ୍ଡ
ଉଚ୍ଚାରଣ
[ସମ୍ପାଦନା](ଲଙ୍କାପର୍ବ— ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଲଙ୍କା+କାଣ୍ଡ)
[ସମ୍ପାଦନା]- ୧. ବାଲ୍ମୀକି ରାମାୟଣ ଗ୍ରନ୍ଥର ସାତ ଖଣ୍ଡ ମଧ୍ୟରୁ ଷଷ୍ଠକାଣ୍ଡବା ଯୁଦ୍ଧକାଣ୍ଡ ୧. The ୬th volume of the great epic Rāmāyaṇa
[ଦ୍ରଷ୍ଟବ୍ୟ —ରାମଦନ୍ଦ୍ର ଲଙ୍କାରେ ପ୍ରବେଶ କରି ଅସୁରଙ୍କ ସଙ୍ଗେ ଯୁଦ୍ଧ କରି ରାବଣାଦିଙ୍କୁ ବଧ କରିଥିବା କଥା ଏହା କାଣ୍ଡରେ ବର୍ଣ୍ଣିତ ହୋଇଅଛି]
- ୨. ସୀତାଙ୍କୁ ଠବ କରିବାକୁ ଯାଇଥିବା ଉପଲକ୍ଷରେ ହନୁମାନଦ୍ୱାରା ଲଙ୍କାଦହନରୂପ ଭୟାବହ ଘଟନା — ୨. Havoc caused by the fire ignited by Hanuman when he went to Laṇkā in search of Sītā
୩: (ଲକ୍ଷଣାର୍ଥେ ତୁମୁଳବ୍ୟାପାର — ୩. A furious or frightful event.
(ଉ— ଥରେ ଲାଲରାୟ ଚେଲା ! ହୁଅ ସାବଧାନ, ନୋହିଲେ ହୋଇବ ଲଙ୍କାକାଣ୍ଡର ବିଧାନ—ମଧୁସୂଦନ ବ୍ୟଙ୍ଗ୍ୟ କବିତା)
[ ଯଥା—ଝଗଡ଼ା, ମାରକାଟ, ହାଣକାଟ, ଘର ପୋଡ଼ି, ଭୁମି କମ୍ଫ, ଯୁଦ୍ଧ ଇତ୍ୟାଦି ]
- ୪. (ଲକ୍ଷଣାର୍ଥେ) ଭୟଙ୍କର ଅଗ୍ନ୍ୟତ୍ପାତ —୪. A furious conflagration.