Jump to content

ଲଙ୍କା ପିକା

ଉଇକିଅଭିଧାନ‌ରୁ

ଲଙ୍କା ପିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ବୈଦ୍ୟକ)

[ସମ୍ପାଦନା]

ସ୍ପୁକା; ପିଡ଼ଙ୍ଗ ଶାଗ —A pot herb; Trigonella Corniculata.

(ସଂସ୍କୃତ - ନାମ—ସ୍ପୁକା, ଅସୃକ୍,ଦେବୀ, ମରୁନ୍ନାଳା, ଲତା, ଲଘୁ, ସମୁଦ୍ରାନ୍ତ, ବଧୁ, କୋଟି, ବର୍ଷା, ପୃକ୍କା, ପିଶୁନା, କୋଟି ବର୍ଷା ଲତା ମରୁତ୍, ଲଙ୍କାଦିକ, କୁଟିଳ ଦେବ— ପୁତ୍ରିକା, ମାଳାଳିକା, ମାଳାନୀ, ଲଘ୍ୱୀ, ପଞ୍ଚଗୁପ୍ତିଭସା, ଲଙ୍କୋଦକ, କୋଟୀ, ସମୁଦ୍ରକାନ୍ତା, ତସ୍କର, ଚୋରକ, ଚଣ୍ଡ, ଲତାମରୁତ, ଦେବପୁତ୍ରୀ, ବ୍ରାହ୍ମଣୀ)