Jump to content

ଲଙ୍କା ପୋଥି

ଉଇକିଅଭିଧାନ‌ରୁ

ଲଙ୍କା ପୋଥି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଲଙ୍କା+ପୁସ୍ତିକା)

[ସମ୍ପାଦନା]
୧. ରାମାୟଣ ଗ୍ରନ୍ଥ —୧. The great book Rāmāyaṇa
୨: ଖୁବ୍ ବଡ଼ ଗ୍ରନ୍ଥ —୨. A big volume.

[ ଉ—କେତେ ଏହି ମତେ କେ ତା କହିବ, କହିଲେତ ଲଙ୍କା ପୋଥି ହୋଇବ ବ୍ରଜନାଥ. ସମରତରଙ୍ଗ ]