ଲଙ୍କା ଭାଲିଆ
ଦେଖଣା
ଲଙ୍କା ଭାଲିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ଲଙ୍କାପାଣ୍ଡୁ (ଦେଖ) - ୧. Laṇkā pāṇdu (See)
- ୨. ଲଙ୍କାଆମ୍ୱ ଗଛର ମଞ୍ଜି —୨. The seed of cashew nut.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭଲ୍ଲାତକ —The marking nut; Semicarpus Anacardium.