ଲଙ୍କା ସିଜୁ
ଦେଖଣା
ଲଙ୍କା ସିଜୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ନେହୀ ଆଦି ବର୍ଗର କ୍ଷୀରୀ ବୃକ୍ଷ ବିଶେଷ; ଖଡ଼ି ସିଝୁ —Euphoriba Tirucalli.
[ ଦ୍ର—ଏହା ୧୧୨: ହାତ ଉଚ୍ଚ ହୁଏ ଗଛରେ କଣ୍ଟା ନ ଥାଏ, ପତ୍ରମାନ ଅତି କ୍ଷୁଦ୍ର ଓ ପରିମାଣରେ ଅଳ୍ପ ଡାଳଗୁଡ଼ିକ କାଠି ଓ ଆଙ୍ଗୁଳି ପରି ସରୁ ଲଙ୍କା ସିଝୁ ଏ ଦେଶର ଗଛ ନୁହେଁ; କାରଣ, ବୈଦ୍ୟକ ଆଦି ଶାସ୍ତ୍ରରେ ଯେଉଁ 'ସେହୁଣ୍ଡ', ସିଂହ ତୁଣ୍ଡ, ବଜ୍ରୀ, ବଜ୍ରଦ୍ରୁମ, ସୁଧା, ସମସ୍ତଦୁଗ୍ଧା, ସ୍ନୁକ୍, ସ୍ନୁହୀ, ତ୍ରିଧାରା ଓ ଗୁଡ଼ା' ଦେଖାଯାଏ, ତାହା ତ୍ରିକଣ୍ଟା ବା ପତ୍ର ସିଝୁ ପ୍ରତି ପ୍ରଯୋଜ୍ୟ ]