ଲଙ୍କି ଲାଟ୍
(ଲକ୍ଳାଟ୍, ଲଂ କିଲାଟ, ଲଂ କ୍ଳଥ୍, ଲଂ କ୍ଳାଟ୍—ଅନ୍ୟରୂପ)
ଶୁକ୍ଳୀକୃତ ବା ଧୂଲାଇ ହୋଇଥିବା କଳବୁଣା ମାର୍କିନ୍ ଥାନ ଲୁଗା; ନୟନ— କିଲାଟ —Longcloth; mill-made long pieces of bleached cotton fabric.