Jump to content

ଲଙ୍କେଶ

ଉଇକିଅଭିଧାନ‌ରୁ

ଲଙ୍କେଶ

ଉଚ୍ଚାରଣ

[ସମ୍ପାଦନା]

(ଲଙ୍କେଶ୍ୱର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ଲଙ୍କା+ଈଶ)

[ସମ୍ପାଦନା]
୧. ଲଙ୍କାପତି ରାବଣ —୧. The demon king Rābaṇa.
୨. ବିଭିଷଣ — ୨. Bibhishaṇa.