ଲଙ୍କେଶ୍ୱରୀ
ଦେଖଣା
ଲଙ୍କେଶ୍ୱରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲଙ୍କା+ଈଶ୍ୱରୀ)
[ସମ୍ପାଦନା]ରାବଣାଧିଷ୍ଠିତ ଲଙ୍କା ନଗରର ଅଧିଷ୍ଠାତ୍ରୀ ଦେବୀ —The Deity presiding over the mythological city of Laṅkā.
[ଦ୍ରଷ୍ଟବ୍ୟ —ହନୁମାନ୍ ସୀତାଙ୍କୁ ଠାବ କରିବା ପାଇଁ ପ୍ରଚ୍ଛନ୍ନ ରୂପ ଧରି ସନ୍ଧ୍ୟା ବେଳେ ଲଙ୍କାରେ ପ୍ରବେଶ କରିବା ସମୟରେ ତାକୁ ଏ ଠାକୁରାଣୀ ବାଟ ଉଗାଳିଲେ ତହୁଁ ହନୁମାନ୍ ତାଙ୍କୁ ଚାପୁଡ଼ାଏ ମାରିବାରୁ ସେ ମୂର୍ଚ୍ଛିତା ହେଲେ; ତତ୍ପରେ ସଂଜ୍ଞା ପ୍ରାପ୍ତ ହୋଇ ହନୁମାନଙ୍କୁ ବର ଦେଲେ ଯେ, ତୋ କାର୍ଯ୍ୟ ସିଦ୍ଧ ହେଉ କେତେକ ପଣ୍ଡିତଙ୍କ ମତରେ ଏ ରାବଣଦ୍ୱାରା ଲଙ୍କାପୁରକୁ ଜଗିବାରେ ନିଯୁକ୍ତା ଜଣେ ରାକ୍ଷସୀ ଥିଲେ ହିନ୍ଦୀ - ଶ]