ଲଙ୍କ ପତି
ଲଙ୍କାପତି; ରାବଣ — Rābaṇa, the king of Laṇkā.
[ଉ—ବାହାରିଲା ଲଙ୍କାକୁ ଶୂନ୍ୟେ ଲଙ୍କପତି କୃଷ୍ଣସିଂହ. ମହାଭାରତ ବନ]