ଲଙ୍ଗ
ଦେଖଣା
ଲଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଇଂ)
[ସମ୍ପାଦନା]ଲମ୍ୱା —Long.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦମାନଙ୍କ ସହିତ ଯୁକ୍ତ ହୁଏ ଯଥା—ଲଙ୍ଗ୍ କୋଟ, ଲଙ୍ଗ ବୋଟ୍ ଇତ୍ୟାଦି]
ଲଙ୍ଗ
ଉଚ୍ଚାରଣ
[ସମ୍ପାଦନା][ଲଙ୍ଗକ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ଲଙ୍ଗ୍ ଧାତୁ=ଲାଗିଯିବା+ଭାବ. ଅ)
[ସମ୍ପାଦନା]- ୧. ସଙ୍ଗ; ସଙ୍ଗମ; ମିଳନ; ଭେଟ —୧. Union; meeting.
- ୨. (+ କର୍ତ୍ତୃ. ଅ) ଜାର; ଉପପତି — ୨. A paramour.
- ୩. (+ ଭାବ. ଅ) ଖଞ୍ଜତା — ୩. Lameness.