ଲଙ୍ଗର୍
ଦେଖଣା
ଲଙ୍ଗର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଗର୍
|
ବୈଦେଶିକ - ବିଶେଷ୍ୟ - (ଫା; ତୁଳ.ସଂସ୍କୃତ - ଲାଙ୍ଗଳ; ଏହା ଲଙ୍ଗଳାକୃତିବିଶିଷ୍ଟ ଅଟେ)
[ସମ୍ପାଦନା]- ୧. ଜାହାଜକୁ ଦରିଆ ମଝିରେ ବା ବନ୍ଦରରେ ଅଟକାଇବା ପାଇଁ ବ୍ୟବହୃତ ଶୃଙ୍ଖଳାଯୁକ୍ତ ଲୌହମୟ ଈଷ ଯୁକ୍ତ ଲଙ୍ଗଳାକୃତି ଅଙ୍କୁଶ —୧. Anchor.
[ଦ୍ରଷ୍ଟବ୍ୟ — ଏହି ଅଙ୍କୁଶ ଲମ୍ୱଶିକୁଳାଦ୍ୱାରା ଜାହାଜରେ ସଂଲଗ୍ନ ଥାଏ ଏହାକୁ ପାଣିକୁ ଫୋପାଡ଼ି ଦେଲେ ଲଙ୍ଗରର ଅଙ୍କୁଶଜଳ— ତଳର ମାଟିକୁ କାମୁଡ଼ି ଧରେ ଏଥିଯୋଗୁଁ ଜାହାଜ ହଲଚଲ ନ ହୋଇ ଏକ ସ୍ଥାନରେ ଆବଦ୍ଧ ହୋଇ ରହେ ପୁଣି ଲଙ୍ଗରକୁ ଜାହାଜ ଉପରକୁ ଉଠାଇ ଆଣିବା ପରେ ଜାହାଜକୁ ଚଳାଇବାକୁ ହୁଏ]
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସହାୟକ ବା ଆଶ୍ରୟଦାତା ବ୍ୟକ୍ତି ବା ସ୍ଥାନ —୨. (figurative) One's refuge or shelter.
- ୩. (ଦରଜିଙ୍କ ଭାଷା) ଢାଗା ସିଲେଇ; ଟାଙ୍କା — ୩. (Tailors) Rough stich in sweing.
- ୪. ଲଙ୍ଗର୍ଖାନା (ଦେଖ) - —୪. Laṅgar-khānā. (See)