Jump to content

ଲଙ୍ଗର୍ଖାନା

ଉଇକିଅଭିଧାନ‌ରୁ

ଲଙ୍ଗର୍ଖାନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - )

[ସମ୍ପାଦନା]
୧. ପାନ୍ଥନିବାସ; ଧର୍ମଶାଳା — ୧. A rest house for travellers.
୨. ଦରିଦ୍ରଶାଳା —An assylum for the poor.
୩. ଯେଉଁ ସ୍ଥାନରେ ଦରିଦ୍ରମାନଙ୍କୁ ମାଗଣା ପକ୍ୱାନ୍ନ ବଣ୍ଟାଯାଏ — ୩. A place where cooked food is distributed gratis to the poor.