ଲଙ୍ଗର୍ ଉଠେଇବା
ଦେଖଣା
ଲଙ୍ଗର୍ ଉଠେଇବା
ଉଚ୍ଚାରଣ
[ସମ୍ପାଦନା]ଲଙ୍ଗର ଖୋଲିବା,ଲଙ୍ଗର ଟେକିବା,ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଲଙ୍ଗର୍ ଉଠେଇବା
|
ଦେଶଜ -କ୍ରିୟାପଦ -
[ସମ୍ପାଦନା]- ୧. ଲଙ୍ଗର୍ କରାଯାଇ ସ୍ଥିର ଭାବରେ ରହିଥିବା ଜାହାଜକୁ ଚଳାଇବା ପୂର୍ବରୁ ଜଳର ତଳ ଦେଶରେ ସଂଲଗ୍ନ ଲଙ୍ଗରକୁ ପାଣି ମଧ୍ୟରୁ ଜାହାଜ ଉପରକୁ ଉଠାଇ ଆଣିବା —୧. To weigh anchor.
[ଉ— X X ଦିନ ଦୁଇ ପହର ସରିକି ଚିନାପାଟଣା ହାଡ଼ୁ ବାହାରୁ ଲଙ୍ଗର ଉଠେଇ ଦେଲୁଁ ଫକୀରମୋହନ. ଗଳ୍ପସ୍ୱଳ୍ପ]
- ୨. (ଲକ୍ଷଣାର୍ଥ) କୌଣସି ସ୍ଥାନ ତ୍ୟାଗ କରିବାର ଆନୁପୂର୍ବିକ ବ୍ୟବସ୍ଥା କରିବା —୨. (figurative) To make preliminary arrangements for removal from a place.
୩: (ଲକ୍ଷଣାର୍ଥ) ନିଜର ରୁଦ୍ଧ ହୋଇଥିବା ଗତିକୁ ପୁଣି ଆରମ୍ଭ କରିବା —୩. (figurative) To begin to move away form a place of stoppage.