Jump to content

ଲଙ୍ଗଳାକଣ୍ଡାଇ

ଉଇକିଅଭିଧାନ‌ରୁ

ଲଙ୍ଗଳାକଣ୍ଡାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନଗ୍ନ ପୁତ୍ତଳିକା — ୧. A naked doll.
୨. ସୁବସ୍ତ୍ର ଓ ଅଳଙ୍କାର ବିହୀନ ହୋଇ ଯେଉଁ ବ୍ୟକ୍ତି (ବିଶେଷତଃ ସ୍ତ୍ରୀ) ନଗ୍ନ ପୁତ୍ତଳିକା ପରି ଦିଶୁ ଥାଏ —୨. A person having no ornaments or sufficient dress on the body.