ଲଙ୍ଗଳା କୌତ୍ସସ
ଦେଖଣା
ଲଙ୍ଗଳା କୌତ୍ସସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ଓ. ଲଙ୍ଗଳା+ସଂସ୍କୃତ - କୌତ୍ସସ)
[ସମ୍ପାଦନା]କୌତ୍ସସ ଗୋତ୍ର ସମ୍ୱୁତ ବୌଦିକ ବ୍ରାହ୍ମଣଙ୍କ ଶ୍ରେଣୀ ବିଶେଷ —A sect of high class Brāhmaṇas of Orissa.
[ଦ୍ରଷ୍ଟବ୍ୟ — ପୂର୍ବ କାଳରେ ଏହି ବଂଶରେ ଜଣେ ପଣ୍ଡିତ ଥିଲେ ଓଡ଼ିଶା ରାଜଦ୍ୱାରରେ ତାଙ୍କର ଖ୍ୟାତି ଓ ପ୍ରତିପ୍ରତ୍ତି ଥିଲା ଦିନେ ରାଜା ବିଜେ ହେଲାବେଳେ ପଣ୍ଡିତେ ଦେହରୁ ମୁଣ୍ଡରୁ ଲୁଗା କାଢ଼ି ଯାଦୁ କୁଣ୍ଡାଉଥୁଲେ ସେହି ଦିନଠାରୁ ରାଜା ତାଙ୍କର ନାମ "ଲଙ୍ଗଳା କୋତ୍ସସ" ରଖିଲେ ବୋଲି କିଂବଦନ୍ତୀ ଅଛି ବର୍ତ୍ତମାନ ଏହା ବଂଶର ବ୍ରାହ୍ମଣ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ବାସ କରୁଛନ୍ତି]