ଲଙ୍ଗଳା ଗାଣ୍ଡି
ଦେଖଣା
ଲଙ୍ଗଳା ଗାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଲଙ୍ଗଳା ଗାଣ୍ଡିଆ (ପୁଂ)—ଅନ୍ୟବିଶେଷଣ - ରୂପ]
(ଲଙ୍ଗଳାଗଣ୍ଡୋଈ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ଅଶ୍ଳୀଳ ଓ ବ୍ୟଙ୍ଗାର୍ଥ)
[ସମ୍ପାଦନା]ବସ୍ତ୍ରହୀନ ଶରୀର (ବିଶେଷତଃ ଦେହର ଅଧୋଭାଗ) — Naked body.
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ
[ସମ୍ପାଦନା](ବ୍ୟଙ୍ଗ୍ୟାର୍ଥ; ଅଶ୍ଳୀଳ) ===
- ୧. ଯାହାର ଶରୀରର ନିମ୍ନଭାଗ ବସ୍ତ୍ରୀବୃତ ନୁହେଁ — ୧. Wearing no cloth on the lower body.
- ୨. ଲଗ୍ନ ଶରୀର —୨. Having the body naked; naked bodied.