ଲଙ୍ଗଳ ଆନ୍ଧି

ଉଇକିଅଭିଧାନ‌ରୁ

ଲଙ୍ଗଳ ଆନ୍ଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଆବଦ୍ଧ; ଅଙ୍କୁର)[ସମ୍ପାଦନା]

୧. ଜୁଆଳିର ମଧ୍ୟ— ଭାଗସ୍ଥ ଅନ୍ଧିକୀଳାରେ ସଂଲଗ୍ନ ଛୋଟ ଦଉଡ଼ି — ୧. A small string tied round the middle of the yoke.
୨. ଜୁଆଳିର ମଧ୍ୟଭାଗରେ ମରାଯାଇଥିବା ଦୁଇଟି ଖିଲ, ଯାହା ମଧ୍ୟରେ ଲଙ୍ଗଳର ଈଷକୁ ପୂରାଇ ଲଙ୍ଗଳ ଦଉଡ଼ିଦ୍ୱାରା ବନ୍ଧାଯାଏ —୨. Two pins in the middle of the yoke used in securing the plough beam with the yoke.