ଲଙ୍ଗଳ କୀଳା
ଦେଖଣା
ଲଙ୍ଗଳ କୀଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଗଳ କୀଳା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଗକୀଳକ)
[ସମ୍ପାଦନା]ଜୁଆଳିର ଦୁଇ ଅଗରୁ କିଛି ଦୂର ଛାଡ଼ି ତଳୁଆଡ଼ୁ ମରାଯାଇଥିବା ଦୁଇ ଖଣ୍ଡ କାଠି —The pins attachedd to ends of the yoke to fasten the bullocks.
[ଦ୍ରଷ୍ଟବ୍ୟ —ଏଥିର ଅଗର ଛିଦ୍ରରେ ଖାଡ଼ିଯୋତ ବନ୍ଧାଯାଇ ଜୁଆଳିର ମୁଣ୍ଡରେ କାନ୍ଧ ଦେଇଥିବା ବଳଦଙ୍କ କାନ୍ଧରେ ଯୁଆଳି ସଙ୍ଗେ ସଂଲଗ୍ନ କରାଯାଏ]