ଲଙ୍ଗଳ ଗାର
ଦେଖଣା
ଲଙ୍ଗଳ ଗାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲାଙ୍ଗଳ ପଦ୍ଧତି (ଦେଖ) - — ୧. Laṅgaḻa paddhati (See)
- ୨. ଭୂମିରେ ସାମାନ୍ୟ ଭାବରେ ବା ଓପରଠାଉରିଆ କରି ହଳ ବୁଲାଇ ଥିବା ଯୋଗେ ଭୂମି ଉପରେ ପଡ଼ିଥିବା ଲଙ୍ଗଳର ରେଖା ମାତ୍ର —୨. Superficial lines made on the soil owing to light ploughing.