ଲଙ୍ଗଳ ତଡ଼ା

ଉଇକିଅଭିଧାନ‌ରୁ

ଲଙ୍ଗଳ ତଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

୧. ପ୍ରଥମ ଓଡ଼ ହଳ କରାଯାଇଥିବା ପଡ଼ିଆ ଭୂମି, ଯହିଁରେ ଲଙ୍ଗଳ ଫାଳଦ୍ୱାରା ଭୂମିରୁ ବିଚ୍ଛିନ୍ନ ହୋଇଥିବା ବଡ଼ ବଡ଼ ମାଟିଖଣ୍ଡମାନ ଭାଙ୍ଗି ନ ଥାଏ —୧. A fallow land which has been ploughed only once ant in which the big clods of earth have nod been reduced into dust by second or third ploughing.
୨. ପ୍ରଥମ ଓଡ଼ ଲଙ୍ଗଳଦ୍ୱାରା କର୍ଷିତ ହୋଇ ଭୂମିରୁ ଅଲଗା ହୋଇଥିବା ବଡ଼ ବଡ଼ ମୃତ୍ତିକାଖଣ୍ଡମାନ — ୨. Big clods of earth separated from the soil by the fist ploughing,

ଦେଶଜ - ବିଶେଷଣ -[ସମ୍ପାଦନା]

ଥରେ ହଳଦ୍ୱାରା ଚାଷ ହୋଇଥିବା ବଡ଼ ବଡ଼ ଢେଲାଯୁକ୍ତ (ଭୂମି) — (land) Having big clods turned up by the first ploughing.