ଲଙ୍ଗଳ ତୁଳା ହେବା
ଦେଖଣା
ଲଙ୍ଗଳ ତୁଳା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଗଳ ତୁଳା ହେବା
|
(ଲଙ୍ଗଳ ସଗା ହେବା—ବିପରୀତ)
ଅନୁବାଦ
[ସମ୍ପାଦନା]ଲଙ୍ଗଳ ତୁଳା ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲଙ୍ଗଳରେ ଇଷକୁ ପୂରାଇ ପଛ ଆଡ଼ୁ ପିଚକିଳା ମାରିବାର ଏକ ବିଶିଷ୍ଟତା ଯୋଗୁଁ ଲଙ୍ଗଲଫାଳର ତେରସ୍ଥ ପଣ ଯୋଗୁଁ ଭୂମିକୁ ଗଭୀର କରି ତାଡ଼ିବାର ଅବସ୍ଥା —The state of a plough- blade digging deep into the earth owing to its incline.