ଲଙ୍ଗଳ ପିଚିକୀଳା
ଦେଖଣା
ଲଙ୍ଗଳ ପିଚିକୀଳା
ଉଚ୍ଚାରଣ
[ସମ୍ପାଦନା]ଲଙ୍ଗଳ ଜୋଳି,ଲଙ୍ଗଳ ଚିପା,ଲଙ୍ଗଳ ଫାଳ କୀଳାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ+କୀଳକ)
[ସମ୍ପାଦନା]ଲଙ୍ଗଳ ମୁଣ୍ଡାର ଛିଦ୍ରରେ ଈଷର ମୂଳକୁ ଭର୍ତ୍ତି କରି ତାକୁ ଆବଦ୍ଧ କରି ରଖିବା ପାଇଁ ଓ ଈଷକୁ ଲମ୍ୱ ବା ଛୋଟ କରିବା ପାଇଁ ବ୍ୟବହୃତ କୀଳକ — The wooden pin which tightens the beam to the plough piece.
[ଦ୍ରଷ୍ଟବ୍ୟ —ଲଙ୍ଗଳରେ ଈଷ ଭରତି କରି ଈଷର ବିପରୀତ ଦିଗରୁ ପିଚିକାଳୀ ମରାଯାଏ ଓ ପିଚକୀଳା ମାରିବା କୌଶଳରେ ଲଙ୍ଗଳ ସଗା (ଚଟକା) ହୁଏ କିମ୍ୱା ତୁଳା (ତେରଛା) ହୁଏ]