ଲଙ୍ଗଳ ମାରିବା
ଦେଖଣା
ଲଙ୍ଗଳ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲଙ୍ଗଳଦ୍ୱାରା ଚାଷ କରିବା;
- ୨. ଭୂଇଁର ଉପରେ ଉପରେ ଚାଷ କରିବା; ଗଭୀର ଚାଷ ନ କରିବା
ଲଙ୍ଗଳ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଗଳ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲଙ୍ଗଳ ମୁଠାରେ ବେଶି ଚାପ ପ୍ରୟୋଗ ନ କରିବା ଯୋଗୁଁ ଉପର ଠାଉରିଆ କରି, ଅର୍ଥାତ୍ ଅଗଭୀର ଭାବରେ ଭୂମିକୁ ଚାଷ କରିବା —୧. To plough a field superficially (by not giving suffi cient pressure on the handle.
୨: ବେଉଷଣ କରିବା —୨. To puddle the paddy field.