Jump to content

ଲଙ୍ଗଳ ଯୁଆଳି

ଉଇକିଅଭିଧାନ‌ରୁ

ଲଙ୍ଗଳ ଯୁଆଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ+ ଯୁଗକାଷ୍ଠ)

[ସମ୍ପାଦନା]
୧. ଯେଉଁ କାଠର ଦୁଇ ମୁଣ୍ଡରେ ବଳଦ ଯୋଚା ଯାଆନ୍ତି —୧. The yoke of a plough.
୨. ଲଙ୍ଗଳ ଓ ଯୁଆଳି —୨. The plough and the yoke.