ଲଙ୍ଗିଚଡ଼୍
ଦେଖଣା
ଲଙ୍ଗିଚଡ଼୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବିପରୀତ—ଲାଟିଚୂଡ଼)
(ଯଥା—ଗ୍ରୀନ୍ଉଇରଚ୍; ଲଙ୍କା, ଉଜ୍ଜୟିନୀ)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା](ଭୂଗୋଳ ଓ ବିଜ୍ଞାତ ପରିଭାଷା)— ଦ୍ରାଘିମା; ପୃଥିବୀଗୋଳକରେ କୌଣସି ଦେଶର ଅବସ୍ଥିତିନିର୍ଣ୍ଣାୟାର୍ଥ ସଲିତ କେନ୍ଦ୍ର— ଠାରୁ ପୂର୍ବ ବା ପଶ୍ଚିମରେ ଦୂରତ୍ୱଜ୍ଞାପକ ରେଖା — Longitude.
[ଦ୍ରଷ୍ଟବ୍ୟ —ଏହା ଡ଼ିଗ୍ରୀ, ମିନିଟ ଓ ସେକେଣ୍ଡଦ୍ୱାରା ଲେଖାଯାଏ ଯଥା—ନିଉୟର୍କ ସହରର ଲଙ୍ଗଚୂଡ଼ ୭୪: ଡ଼ିଗ୍ରୀ ପଶ୍ଚିମ ନିଉୟର୍କ ସହର ବାଟେ ଯାଇଥିବା ଦ୍ରାଘିମା ରେଖା ଏ ଗ୍ରୀନଉଇଚ୍ କେନ୍ଦ୍ର ଭେଦକରି ଯାଇଥିବା ଦ୍ରାଘିମା ରେଖା ମଧ୍ୟରେ ୭୪: ଡିଗ୍ରୀ ବ୍ୟବଧାନ ଅଛି ଓ ନିଉୟର୍କ ଗ୍ରୀନଉଇଚ୍ର ପଶ୍ଚମରେ ଅବସ୍ଥିତ]