Jump to content

ଲଙ୍ଗୋଟିଆ

ଉଇକିଅଭିଧାନ‌ରୁ

ଲଙ୍ଗୋଟିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଲେଙ୍ଗୁଟି ମାରିଥାଏ — ୧. Wearing a strip of rag along the privities.
୨. ଗୁହ୍ୟଶୂନ୍ୟଓ ବୈରାଗ୍ୟାବଲମ୍ୱୀ (ବ୍ୟକ୍ତି) —୨. (a person) Who is homeless and has renounced the world.