ଲଙ୍ଗ୍ ପଙ୍ଗ ହେବା
ଦେଖଣା
ଲଙ୍ଗ୍ ପଙ୍ଗ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଗ୍ ପଙ୍ଗ ହେବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲଙ୍ଗ୍. ଧାତୁ)
[ସମ୍ପାଦନା]କୌଣସି ସ୍ଥାନରେ କିଛି ଗୂଢ଼ ଉଦ୍ଦ୍ୟେଶରେ ଇତସ୍ତତଃ ବୁଲିବା; ଫେର୍ଫାର୍ ହେବା —To loiter about a place.
[ଯଥା—ସୁବିଧା ଦେଖି କୌଣସି ଜିନିଷ ଚୋରାଇ ନେବାକୁ ଚୋର ଲଙ୍ଗ୍ ପଙ୍ଗ୍ ହେଉଥାଏ]