ଲଙ୍ଗ କୋଟ୍
[ଲଂ କୋଟ୍, ଲଙ୍କୋଟ୍—ଅନ୍ୟରୂପ]
ଆଣ୍ଠୁ ପର୍ଯ୍ୟନ୍ତ ଲମ୍ୱିଥିବା ଛାତି ପାଖେ ବୋତାମ ଲୁଗା କୁର୍ତ୍ତା — Longcoat.