Jump to content

ଲଙ୍ଘାଘୋଡ଼ା ପାଇଛା

ଉଇକିଅଭିଧାନ‌ରୁ

ଲଙ୍ଘାଘୋଡ଼ା ପାଇଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଉନ୍ମୁକ୍ତ ଅସିଧାରୀ ଅଶ୍ୱାରୋହୀ ବୀର ପୁରୁଷ —୧. A rider a drawn sword.
୨. (ଲକ୍ଷଣାର୍ଥ) ଯେଉଁ ବ୍ୟକ୍ତିର କେହି ଗଳଗ୍ରହ ନାହିଁ ଓ ଯେ ସର୍ବଦା ଯେ କୌଣସି କର୍ମ କରିବାକୁ ସ୍ୱାଧିନ ଓ ପ୍ରସ୍ତୁତ —୨. (figurative) A person who is not burdened with encumbrances and who is always ready for action.
୩. (ଲକ୍ଷଣାର୍ଥ) ଏକାକୀ ଓ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ସ୍ୱାଧୀନ ବ୍ୟକ୍ତି — ୩. (figurative) A person who is his own master.
୪. (ଲକ୍ଷଣାର୍ଥ) ଯେଉଁ ପଥିକ ବା ବ୍ୟକ୍ତିଙ୍କ ସଙ୍ଗେ ଚାକର, ଅନୁଚର ବା ସ୍ତ୍ରୀ, ପରିବାର ବା ସଙ୍ଗୀ ବା ଜିନିଷପତ୍ର ଆଦି କିଛି ନ ଥିବାରୁ ସେ ନିଜ ଇଚ୍ଛାମତେ ବିଚରଣ କରିବାକୁ ସମର୍ଥ —୪. (figurative) A traveller or person who is free to travel, having no encumbrances or retinue or dependant or companion luggage.