ଲଙ୍ଘା ଖଣ୍ଡା
ଦେଖଣା
ଲଙ୍ଘା ଖଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଘା ଖଣ୍ଡା
|
[ଲଙ୍ଘା ତରୁ(ଲୁ) ଆର(ରି), ଲଙ୍ଘା ତରବାରି—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉନ୍ମୁକ୍ତ ଅସି; ଖୋଳରୁ ବାହାର କରାଯାଇ ଥିବା ଖଡ୍ଗ; ଅନାବୃତ ଖଡ୍ଗ — Unsheathed or naked sword; a drawn sword.