ଲଙ୍ଘା ମାରିବା
ଦେଖଣା
ଲଙ୍ଘା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପରସ୍ପରକୁ ଯୋଗ କରିଥିବା ଦୁଇ ଚାଳର ସମକୋଣବିଶିଷ୍ଟ କନ୍ଦିକୁ ନଡ଼ା ବା କୁଟା ଆଦିଦ୍ୱାରା ଘନଭାବରେ ଛପର କରିବା
ଲଙ୍ଘା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଘା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସମକୋଣରେ ମିଳିତ ଦୁଇଚାଳର ଲଂଘାକୁ ବା ସନ୍ଧିକୁ ଛଣ ଆଦିଦ୍ୱାରା ଉତ୍ତମରୂପେ ଛୁଆଣି କରିବା (ଯେପରିକି, ଚାଳର ସେହି ସନ୍ଧି ଜାଗାରେ ବର୍ଷାପାଣି ଜମି ରହିବ ନାହିଁ କିମ୍ୱା ତଳକୁ ଗଳିବ ନାହିଁ) — To stuff with straw the laṅghā or concave angle of a right angled thatch (so that it will not leak).