ଲଙ୍ଙ୍ଘ (ଧାତୁ)
ଦେଖଣା
ଲଙ୍ଙ୍ଘ (ଧାତୁ)
ଉଚ୍ଚାରଣ
[ସମ୍ପାଦନା](ଲଂଘ, ଲନଘ୍ ଧାତୁ—ଅନ୍ୟରୂପ)
ସଂସ୍କୃତ -
[ସମ୍ପାଦନା]- ୧. ଉପବାସ କରିବା —୧. To fast.
- ୨. ଲମ୍ଫ ଦେବା; ଡ଼େଇଁବା —୨. To spring up; to jump.
- ୩. (ସମୟ) ଅତିବାହିତ କରିବା — ୩. To pass (time).
- ୪. (ସ୍ଥାନ) ଅତିକ୍ରମ କରିବା — ୪. To pass over (place).
- ୫. ସୀମା ଟପିବା ୫. To go beyond the bounds of; to transgress.