Jump to content

ଲଚ୍ଛିବା

ଉଇକିଅଭିଧାନ‌ରୁ

ଲଚ୍ଛିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲକ୍ଷ୍ ଧାତୁ; ପ୍ରା. ଲଚ୍ଛ୍ ଧାତୁ, ପରବର୍ତ୍ତୀ ସଂସ୍କୃତ - ଲଞ୍ଚ୍ ଥାତୁ)

[ସମ୍ପାଦନା]
୧. ତୁଳନା କରିବା — ୧. To compare.
୨. ଉପଲକ୍ଷ ଦେବା —

ଅନୁବାଦ

[ସମ୍ପାଦନା]
୨. To allude to; to cite.
୩. ଅନୁମାନ କରିବା ୩. To guess; to infer.