Jump to content

ଲଛମା

ଉଇକିଅଭିଧାନ‌ରୁ

ଲଛମା

ଉଚ୍ଚାରଣ

[ସମ୍ପାଦନା]

[ ଲଛମା(ମୀ)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ମୀର ହିନ୍ଦୁସ୍ଥାନୀ ଉଚ୍ଚାରଣ)

[ସମ୍ପାଦନା]
୧. ସ୍ୱର୍ଗୀୟ ଫକୀରମୋହନଙ୍କ କୃତ ଉପନ୍ୟାସ ବିଶେଷ —୧. The title of a novel by Phakīramohana and name of its heroine
୨. ସ୍ତ୍ରୀମାନଙ୍କୁ ଦିଆଯିବା ନାମ — ୨. A name given to females.