ଲଛିମାକୁ ଗଛିବା
ଦେଖଣା
ଲଛିମାକୁ ଗଛିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଛିମାକୁ ଗଛିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଢଗ) ===
- ୧. କୌଣସି ବିଷୟକୁ ଅନ୍ୟ ଅସଦୃଶ ବିଷୟ ସଙ୍ଗେ ତୁଳନା କରିବା —୧. To compare two things which do not tally with each other.
- ୨. ମିଛକଥାକୁ ସତ୍ୟ ରୂପେ ପ୍ରତୀୟମାନ କରାଇଲା ପରି କହିବା — ୨. To describe a false thing so as it appears to be true.
- ୩. ଦୁଇଟି ବସ୍ତୁର ତୁଳନାଦ୍ୱାରା ସାଦୃଶ୍ୟ ଦେଖାଇବା —୩. To succeed in making two things seem equal or similar to each other
- ୪. ଦୁଇଟି ବସ୍ତୁକୁ ପରସ୍ପର ସହିତ ମେଳ କରାଇ ଦେବା —୪. To cause two things to coincide with one another
- ୫. କୌଣସି ସ୍ଥାନରେ ତହିଁର ଉପଯୁକ୍ତ ବସ୍ତୁକୁ ଖଞ୍ଜିଦେବା —୫. To put suitable thing at a suitable place.
[ଦ୍ରଷ୍ଟବ୍ୟ —ଏକ ବ୍ୟକ୍ତିର ଅଳଙ୍କାରମାନ ଆଉ ଜଣକୁ ପିନ୍ଧାଇ, ତାକୁ ଉତ୍ତମରୂପେ ସଜ୍ଜିତ କରି ଦେଲେ, ଯେବେ ସେ ବେଶଭୂଷା ଠିକ୍ରୂପେ ମେଳ ଖାଇଯାଏ;ତେବେ ଲୋକେ କହନ୍ତି—"ଲଛିମାକୁ ଗଛିମା" ହେଇଛି]