ଲଛେ ଦାର
ସର ପଡ଼ିଥିବା (ଖାଦ୍ୟ) —(Food) which is covered with a layer of cream.
[ଦ୍ରଷ୍ଟବ୍ୟ —କଟକରେ ରାବଡ଼ି ବିକ୍ରି କରିବାକୁ ଆଣିବା ଗଉଡ଼ ମାନେ ବଜାରରେ ବୁଲି ଡ଼ାକ ଦିଅନ୍ତି—"ଲେ ରାବଡ଼ୀ ଲଚ୍ଛେଦାର]