Jump to content

ଲଛ୍ମନ୍

ଉଇକିଅଭିଧାନ‌ରୁ

ଲଛ୍ମନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ଲକ୍ଷ୍ମଣ; ଲକ୍ଷ୍ମଣ ଶବ୍ଦର ହିନ୍ଦୀ ଉଚ୍ଚାରଣ)

[ସମ୍ପାଦନା]
୧. ଲକ୍ଷ୍ମଣ; ରାମଚନ୍ଦ୍ରଙ୍କ କନିଷ୍ଠ ଭ୍ରାତା — ୧. Lakshmaṇa, a younger brother of Rāmachandra.
୨. ଲୋକଙ୍କୁ ଦିଆଯିବା ନାମ — ୨. A name given to males.

[ ଦ୍ର—ଏ ନାମ ପଶ୍ଚିମ, ମାରବାଡ଼ୀ ଓ ରାଜପୁତ ଆଦିଙ୍କ ମଧ୍ୟରେବେଶି ଚଳେ]