ଲଜତ୍
ଦେଖଣା
ଲଜତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ -(ହିନ୍ଦିରୁ ଅନୁକୃତ)—(ଆରବୀ - ଲଜ୍ତ = ସ୍ୱାଦ୍, ମଜା; ତୁଳ. ସଂସ୍କୃତ - ରୁଚ୍ ଧାତୁ
[ସମ୍ପାଦନା]- ୧. ସୁସ୍ୱାଦୁ —୧. Tasteful.
- ୨. ମୁଖରୋଚକ — ୨. Delicious.
- ୩. ରସଯୁକ୍ତ; ସରସ —୩. Juicy.
- ୪. ଅଠାଳିଆ —୪. Gummy; sticky.
- ୫. ଆର୍ଦ୍ର ୫. Moist.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସୁସ୍ୱାଦୁ; ମୁଖରୋଚକତା ୧. Good taste; deliciousness.
- ୨. ଅଠା — ୨. Gum.
- ୩. ଆଦ୍ରତା —୩. Moisture.
- ୪. ରସ —୪. Juice; sap.