Jump to content

ଲଜ୍ଜାକୁଳ

ଉଇକିଅଭିଧାନ‌ରୁ

ଲଜ୍ଜାକୁଳ

ଉଚ୍ଚାରଣ

[ସମ୍ପାଦନା]

(ଲଜ୍ଜାକୁଳିତ—ଅନ୍ୟରୂପ)

(ଲଜ୍ଜାକୁଳା, ଲଜ୍ଜାକୁଳିତା—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଲଜ୍ଜା+ଆକୁଳ)

[ସମ୍ପାଦନା]
୧. ଲଜ୍ଜିତ —୧. Ashamed.
୨. ଲଜ୍ଜାଳୁ; ଲାଜକୁଳା —୨. Bashful; modest; shy.