Jump to content

ଲଜ୍ଜାନମ୍ର

ଉଇକିଅଭିଧାନ‌ରୁ

ଲଜ୍ଜାନମ୍ର

ଉଚ୍ଚାରଣ

[ସମ୍ପାଦନା]

(ଲଜ୍ଜାବନତ; ଲଜ୍ଜାବନମ୍ର—ଅନ୍ୟରୂପ)

[ଲଜ୍ଜାନତା(ମ୍ରା), ଲଜ୍ଜାବନତା(ମ୍ରା)—ସ୍ତ୍ରୀ] 

ଦେଶଜ - ବିଶେଷଣ - (୩ୟା ତତ୍; ଲଜ୍ଜା+ଅନତ; ଆନମ୍ର)

[ସମ୍ପାଦନା]
୧. ଲଜ୍ଜା ଯୋଗୁଁ ତଳକୁ ପୋତି ହୋଇ ଯାଇଥିବା (ମୁଣ୍ଡ ବା ମୁଖ) — ୧. (Head) Downcast or hanging down through shame.


୨. ଲଜ୍ଜା ଯୋଗୁଁ ଯାହାର ମୁଁହ ତଳକୁ ନତ ହୋଇଯାଏ — ୨. (a person) With the face downcast through modesty or shame.