Jump to content

ଲଜ୍ଜାବନତ ମୁଖ

ଉଇକିଅଭିଧାନ‌ରୁ

ଲଜ୍ଜାବନତ ମୁଖ

ଉଚ୍ଚାରଣ

[ସମ୍ପାଦନା]

[ଲଜ୍ଜାବନମ୍ରମୁଖ—ଅନ୍ୟରୂପ]

(ଲଜ୍ଜାବନତ[ମ୍ର]ମୁଖୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲଜ୍ଜାବନତ+ମୁଖ)

[ସମ୍ପାଦନା]

ଲଜ୍ଜାଯୋଗୁଁ ଅଧୋମୁଖ — Drooping down the head through shame or modesty.