Jump to content

ଲଜ୍ଜାବାନ୍

ଉଇକିଅଭିଧାନ‌ରୁ

ଲଜ୍ଜାବାନ୍

ଉଚ୍ଚାରଣ

[ସମ୍ପାଦନା]
(ଲଜ୍ଜାବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲଜ୍ଜାବତ୍ ଶବ୍ଦ, ଲଜ୍ଜା+ଅଛି ଅର୍ଥରେ ବତ୍; ୧ମା. ୧ବ)

[ସମ୍ପାଦନା]

ଲଜ୍ଜାଶୀଳ; ଲାଜୁଆ; ଲାଜକୁଳା —Modestl; coy; bashful.