ଲଜ୍ଜାଶୀଳ
(ଲଜ୍ଜାଶାଳୀ—ଅନ୍ୟରୂପ)
(ଲଜ୍ଜାଶୀଳା—ଲଜ୍ଜା ଶାଳିନୀ—ସ୍ତ୍ରୀ)
(ଲଜ୍ଜାଶୀଳତା—ବିଶେଷ୍ୟ)
ଲଜ୍ଜାଯୁକ୍ତ; ଲଜ୍ଜାଳୁ; ଯେ ସର୍ବଦା ଲଜ୍ଜା କେର —Modest; shy; coy; bashful.