Jump to content

ଲଜ୍ଜା ତ୍ୟାଗୀ

ଉଇକିଅଭିଧାନ‌ରୁ

ଲଜ୍ଜା ତ୍ୟାଗୀ

ଉଚ୍ଚାରଣ

[ସମ୍ପାଦନା]
(ଲଜ୍ଜାତ୍ୟାଗିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲଜ୍ଜା=ତ୍ୟଜ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ନିର୍ଲଜ୍ଜ; ତ୍ୟକ୍ତଲଜ୍ଜ —Shameless; immodest.