Jump to content

ଲଜ୍ଜା ନିବାରଣ

ଉଇକିଅଭିଧାନ‌ରୁ

ଲଜ୍ଜା ନିବାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଲଜ୍ଜା+ନିବାରଣ)

[ସମ୍ପାଦନା]

ଲଜ୍ଜାରୁ ମନୁଷ୍ୟକୁ ରକ୍ଷା କରିବା —The preventing of a person from being ashamed.

ସଂସ୍କୃତ - ବିଶେଷଣ - (ଲଜ୍ଜା+ନି+ବୃ ଧାତୁ ଣିଜନ୍ତ+ କର୍ତ୍ତୃ ଅନ)

[ସମ୍ପାଦନା]

ଲଜ୍ଜାନିବାରକ (ଦେଖ) - —Lajjānibāraka (See)

ଦେଶଜ - ବିଶେଷ୍ୟ - (କାରଣ, ଏ ଲୁଗା ବୁଣି ଲୋକଙ୍କ ନମ୍ନତା— ଜନିତ ଲଜ୍ଜାକୁ ନିବାରଣ କରନ୍ତି)

[ସମ୍ପାଦନା]

ତନ୍ତୁବାୟୁ ଜାତିର ଉପାଧିବିଶେଷ —A family title of some weavers.