Jump to content

ଲଜ୍ଜିତ

ଉଇକିଅଭିଧାନ‌ରୁ

ଲଜ୍ଜିତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲଜ୍ଜା+ଯୁକ୍ତାର୍ଥେ. ଇତ)

[ସମ୍ପାଦନା]
୧. ଲଜ୍ଜାଯୁକ୍ତ — ୧. Ashamed.
୨. ଲଜ୍ଜାଶୀଳ —୨. Modest; shy.

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]

ଲଜ୍ଜାଜନକ —Shameful.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ଲଜ୍ଜା —Shame.

[ଉ—ଶୁଣି ତା ଭଜ୍ଜିତେ ଜିତେନ୍ଦ୍ରିୟ ମୋହୀ ମତ୍ତେ ମତେ ଚାହିଁ ଜାତ ରସ କେତେ ହେ ଭଞ୍ଜ. ପ୍ରେମସୁଧାନିଧି]