Jump to content

ଲଞ୍ଚ୍

ଉଇକିଅଭିଧାନ‌ରୁ

ଲଞ୍ଚ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଛୋଟ ବୋଟ; ନୌକୀ — Launch.

[ଦ୍ରଷ୍ଟବ୍ୟ —ଜାହାଜ ଓ ବୋଟ ଅପେକ୍ଷା ଲଞ୍ଚ୍ ଛୋଟ; ଯେଉଁ ଲଞ୍ଚ୍ ବାଷ୍ପଦ୍ୱାରା ଚାଳିତ ତାକୁ ଷ୍ଟିମ୍ ଲଞ୍ଚ୍ ଓ ମଟର୍ ଯନ୍ତ୍ର ଚାଳିତ ଲଞ୍ଚକୁ ମଟର୍ ଲଞ୍ଚ୍ ବୋଲାଯାଏ]